...

3 Reads

ଅକ୍ଷୟ ତୃତୀୟା
ପବିତ୍ର ଲଗ୍ନରେ
ଅଖୀମୁଠି ହାତେ ଧରି ,...ଏସ୍ ଏସ୍ ଏନେ✍️..
କ୍ଷେତରେ ବୁଣିଲି
ବ୍ରହ୍ମାଣ୍ଡ ଗୋସାଇଁ
ତୁମରି ନାମକୁ ସ୍ମରି...ଏସ୍ ଏସ୍ ଏନେ✍️..

ଶୁଭେଚ୍ଛା ଓ ଅଭିନନ୍ଦନ
🙏 ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏