...

4 Reads

ଜଗବନ୍ଧୁ ହେ !
କାହିଁ ଗଲ ପ୍ରିୟବନ୍ଧୁ ବିପଦ ବେଳେ
ଝୁରେ ମୁଁ ଦୁଃଖୀ ଟିଏ ଆକୁଳେ ବିକଳେ !
ଦୀନବନ୍ଧୁ ହେ !...ଏସ୍ ଏସ୍ ଏନେ✍️..
ଦୀନ ଜନ ବିପଦେ ସାହା କିଏ ଆଉ
ଦୀନ ଦୁଃଖୀ ଜନଙ୍କ ବନ୍ଧୁ ଥାଉ ଥାଉ !
ପ୍ରାଣବନ୍ଧୁ ହେ !...ଏସ୍ ଏସ୍ ଏନେ✍️..
ଦୁଃଖ କଷ୍ଟରେ ପ୍ରାଣ କଣ୍ଠାଗ୍ରତ ହେଲା
ପ୍ରାଣବନ୍ଧୁ ପାଶେ ଥାଇ ଏ କି ହୋଇଲା !
କୃପାସିନ୍ଧୁ ହେ !...ଏସ୍ ଏସ୍ ଏନେ✍️..
ତୁମ ଶ୍ରୀଚରଣରେ ରହିଛି ଶରଣ
ବିନ୍ଦୁଏ କୃପା ବାରି ରେ କର ତାରଣ !...ଏସ୍ ଏସ୍ ଏନେ✍️..
🙏 ଜୟ ଜଗନ୍ନାଥ 🙏