...

1 Reads

ସମୟ ସୁଅରେ ଭାସି ଚାଲିଗଲା
ସାତ ଦରିଆର ସିନ୍ଧୁ
ହାଏରେ ହୃଦୟ କେଡ଼େ ନିରିଦୟ
ମିଛରେ କାହିଁକି କାନ୍ଦୁ...ଏସ୍ ଏସ୍ ଏନେ✍️..

ହାଏରେ କପାଳ ସପନ ଦେଖେଇ
କାହିଁକି ନିଷ୍ଠୁର ହେଲୁ
ମିଛ ପ୍ରତିଶୁତି ବାହାନା ଦେଖେଇ
ଦୁଃଖରେ କାହିଁ ମାରିଲୁ...ଏସ୍ ଏସ୍ ଏନେ✍️..

ଭାବିଥିଲି ତତେ ମୋ ସୁନା ଚଢେଇ
ଦେଇଦେଲୁ ମତେ ଜହର
ବିରହ ନିଆଁ ରେ ମତେ ଜାଳିଦେଇ
କାହାକୁ କରିଲୁ ନିଜର...ଏସ୍ ଏସ୍ ଏନେ✍️..