...

3 Reads

ପରିଶ୍ରମ ନୁହେଁ ଏ ମୋର ତପସ୍ୟା
କଲମ ମୋର ତାବିଜ ।
ଯବନିକା ବେଳେ ଝରେ କାଗଜରେ
କଳ୍ପନା କରି କରଜ...ଏସ୍ ଏସ୍ ଏନେ✍️..

ମକଚି ଦିଅନା ହୃଦୟକୁ ମୋର
କବିତା ମୋ କଥା କହେ ।
ପ୍ରେମ ପାନ ପତ୍ର ଆଙ୍କେ ଦିବା ନିଶି
ଏକାନ୍ତରେ ତୋତେ ପାଏ...ଏସ୍ ଏସ୍ ଏନେ✍️..

ସଞ୍ଜର ଉହାଡେ ରାତି ମାଡି ପଡେ
ମୋ ତନୁ ଜଡାଇ ଧରେ ।
ଥରୁଟେ ଆସନ୍ତ ଗୋପନେ ପଢନ୍ତ
ପ୍ରେମ ଚିରା କାଗଜରେ...ଏସ୍ ଏସ୍ ଏନେ✍️..